କୁଟରା ଛୁଆfawn Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

କୁଟରା ଛୁଆfawn

କୁଟରା ଛୁଆ
ଗଜାନନ ମିଶ୍ର

ହେଆଡକେ ନେଇଁ ଯାରେ
ନେଇଁ ଯା ବଲୁଛେଁ,
ନାଇଁ ମାନଲୁ।
ଆରୁ ଦୁଗୁନେ ଗଲୁ, ଜାନଲୁ?

ବଲୁଛେଁ, ହୁଁଡାରମାନେ ଅଛନ୍ ହେଆଡେ,
ଘିଚି ଉଲଚି ଖେଇଦେବେ ପେଟି ଅଁତି।
ନେଇଁ ଯା, ନେଇଁ ଯାରେ ହେଆଡକେ
ବଏଲେ କାଁକାଜେ ନେଇଁ ମାନୁଛୁ?

ବଲୁଛେଁ, ତୁଇ କୁଟରା ଛୁଆ ଆଏ,
ହେମାନେ ତକେ ଦେଖଲେ
ନେଇଁ ପାରନ୍ ସହି।
ଗୁଟେ ପରେ ଗୁଟେ ମାଡି ଆଏବେ,
କେତନିକେତେ ରଡିକିର୍ଲେଇ
ହସେଇନଚେଇ ପରାନ୍ ନେବେ।

ଗୁଜିଆ ଗୁଜିଆ ନଖ୍,
ଗୁଜିଆ ଗୁଜିଆ ବିଷାନ୍ ଦାଁତ୍
ଜାବଡି ଧରଲେ
କାହିଁ ଆରୁ ବୁଚଡି
ବାହାରି ଆସି ପାରବୁ!

ଆମେ ଘାସ୍, ପତର
ଖାଇକରି କରମ ଆଦରି
ଖମନଯାକ ଡେଗାଉତକା
କରି କରି ରହେବାରବାଲେ।
ଆରୁ ହେମାନେ ରକତ ମୁହାଁ
ଶିକାର ଝୁନି ନେବେରେ ଝୁନି ନେବେ,
ନେଇଁ ଯା ହେଆଡକେ, ହେ ଆଡକେ ।

ନେଇଁ ଯା ରେ ନେଇଁ,
ନେଇଁ ପାରୁଁ ଆମେ ହେମାନକେ।
ଆପେ ବଁଚଲେ ବାପର ନାଁରେ
ଖୁସରେ ରହେଲେ ଆମେ
ବାପର ପୁଓ, ପାଖେ ପାଖେ ଥା,
ମୋରନୁ ଡାକ ଶୁନିକରି
ସକାଲେ ସଁଜେ କରୁ ଥା
ଘାଏ ଘାଏ ଓ ଓ ।

Saturday, July 21, 2018
Topic(s) of this poem: life
POET'S NOTES ABOUT THE POEM
written in kosli language, kosli is an ancient language and is used in western parts of Odisha India
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success