ଯାହା ସବୁ ଲେଖିଛ
ତୁମ ଘରେ ତୁମେ ରଖି ଥ ।
ରଖି ଥ
ମା ଝିଅ ଭିତରର ଫରକ।
ରଖି ଥ
ମାମୁ ଭଣଜା ନାଟକ।
ରଖି ଥ
ରସରକେଲି ମାଏଲାଜଡ
ଡାଲଖେଇ କଥକ।
ରଖି ଥ
ଆଉ ରହିଥାଅ
ଅଛି ଯୋଉଠି କଟକ।
This poem has not been translated into any other language yet.
I would like to translate this poem