ଭର୍ତ୍ତି ଅଗଣାସାରା
ଫୁଲକୁଣ୍ଡ।
ଆଉ ଅସଂଖ୍ୟ
ପ୍ରଜାପତି
ଆକାଶସାରା।
ପ୍ରତିଟି ଶବ୍ଦ
ଅମୃତମୟ।
ପ୍ରତିଟି ଘର ଗ୍ରାମ
ସ୍ୱର୍ଗ।
ପ୍ରତ୍ୟେକ
ଜଣେ ଜଣେ
ଦେବତା।
ଫରକ ଖାଲି
ନାମ ଆଉ ଗୋତ୍ର
ମାନେ ନାହିଁ
ଯାହାର।
This poem has not been translated into any other language yet.
I would like to translate this poem
Life is a flower and we have to see its beauty