ସବୁ ମାଛ,
ମାଛର ଛବିରେ,
ସାନ ମାଛ ବଡ ମାଛ।
କିଏ କେତେ ପ୍ରକାରେ
ଲେଖି ଚାଲିଛି ଅକ୍ଷର ଲିପି।
ସବୁ ସବୁ ଅଟକ
ସେଇ ଛେଦରେ।
ବେଙ୍ଗ ଆଉ ଝିଣ୍ଟିକାର ଖେଳ
ବେଶ ମଜାଦାର ଏଇ ପଡିଆରେ।
ଲେମ୍ବୁ ହେଉ କି କମଳା
ଅବଶ୍ୟ ଖଟା।
ସାରୁ ପତର କହିଦେବ
କେତେ ବର୍ଷା ଆଉ
କେତେ ଈର୍ଷା ।
This poem has not been translated into any other language yet.
I would like to translate this poem
Great fish, great joy, life full of love