ପ୍ରେମର କଥା
ପ୍ରେମର କଥା
ତୁ ବୁଝୁ ନାହୁଁ ଯଦି
ମୁଁ ବୁଝେଇଦେବି
ତୋ ଭାଷାରେ
ରହି ଥା ସେଇଠି ।
ସେଇଠି ତୋରି ଘରେ
ତତେ ଦେବି
ଯେମିତି ଚାହୁଁଛୁ ଯାହା
ଆଉ ଯେମିତି ହଇରାଣ
କରିବୁ ନି କେବେ ।
ମୁଁ ମୋର ବିଶ୍ୱାସ ରଖିଛି
ସତ୍ୟରେ ଅହିଂସାରେ,
ହେଲେ ସମୟ ପଡିଲେ
ଉଚିତ ଶିକ୍ଷା ଦେବାକୁ
ଭୁଲେ ନି କେବେ ।
This poem has not been translated into any other language yet.
I would like to translate this poem