ଜିଇଁବାର ବାହାନା,
ପ୍ରେମର ପତିଆରା,
ଆଉ ଆଉ ସକାଳୁ
ଉଠୁଥିବା ପାରାର
ଗୁମୁରା, ରାତିରେ
କୋଉ ବିଲେଇ
କେମିତି ଝାଂପିଲା ।
ଟିକିଏ ସୋହାଗ
ଟିକିଏ ବିରାଗ
ଆଉ ବାକି ଥିବା
ହିସାବଠୁ ଦୂରେଇ
ମନ ବଦଳା କରସଦ ।
ତେଣିକି ସବୁ ସୁଧାର
ନାହିଁ ଗ୍ୟାରିଣ୍ଟି ।
This poem has not been translated into any other language yet.
I would like to translate this poem