କବିତା ରାଜ୍ୟ ଓ ଏଠାକାର ଲୋକେ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

କବିତା ରାଜ୍ୟ ଓ ଏଠାକାର ଲୋକେ

କବିତା ସତରେ ବିଚିତ୍ର ଆହୁରି ବିଚିତ୍ର କବିତା ରାଜ୍ୟ
ଆଉ ଏ ରାଜ୍ୟର ଲୋକେ ପରମ ପବିତ୍ର।

କବିତା ଅଗୋଚର, ଶ୍ରଦ୍ଧା କେବଳ ଏଠି
ଆଉ ଏଠି ସବୁ ସ୍ଥିର ଆଉ ବିସ୍ତାର।

ଏଠାକାର ଲୋକେ ଅଦଣ୍ଡ୍ୟ ଅପାପୀ
ଭାବ ସହିତ ୟାଙ୍କ ଗତାଗତ
ବୁଧେ କହନ୍ତି ୟାଙ୍କୁ କବି।

ମହତ ଏମାନେ ହେ
ବିଶ୍ୱାସ ଆଉ ଦୟା ଭରିଛି ୟାଙ୍କ ଶରୀରେ।

Wednesday, September 9, 2020
Topic(s) of this poem: poetry,state
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success