ଦୁଃଖ
ବର୍ତ୍ତମାନ ଜୀବନ
ଏକ ବେପାର।
ଦୁଃଖ
ନିଜକୁ ନିଜେ
ସହ୍ୟ କରି ନ ପାରିବାର।
ଦୁଃଖ
କୌଣସି ସାରାଂଶରେ
ନ ପହଂଚିବା।
ଆଉ ଦୁଃଖ
ଜୀବନକୁ ଜୀବନ ବୋଲି
ନ ଭାବିବା ।
ଚାଲିଛି ଏକପାଖିଆ
ମୂଳଭୂତ ସରକାର।
This poem has not been translated into any other language yet.
I would like to translate this poem