ଆରମ୍ଭ ମୋଠୁ ରାସ୍ତା
ଆଉ ରାସ୍ତାର ଶେଷ ବି
ମୋଠି।
ମୁଁ ଇ ତ ରାସ୍ତା।
ରାସ୍ତା ଇ ଶାନ୍ତି
ଆଉ ରାସ୍ତା ମୁକ୍ତି ବି।
ରାସ୍ତା ଇ ସମସ୍ୟା
ଆଉ ସମସ୍ୟାର ସମାଧାନ।
ରାସ୍ତା ପ୍ରଶ୍ନ
ଆଉ ରାସ୍ତା ବିଶ୍ବାସ ।
ରାସ୍ତା ଇ ଆଲୁଅ
ରାସ୍ତାରେ ସବୁ ବିଷୟ।
ରାସ୍ତା ତୁମେ
ରାସ୍ତା ମୁଁ ଇ।
This poem has not been translated into any other language yet.
I would like to translate this poem
A beautiful write dear elder brother! Thanks for sharing.....10++