ଭଲ ପାଇବାରେ
ଗଜାନନ ମିଶ୍ର
ମତେ ଲାଗୁଛି
ଭଲପାଇବାରେ କିଛି
କମି ଅଛି
ନ ହେଲେ ଏମିତି
କରୋନା କିଆଁ
ମାଡି ପଡୁଛି!
ଆରେ ଯଦି
ଭଲ ପାଇବାର
ଅଛି ଦମ
କେବେ ବି
ପାରିବ ନି ଆସି
ଯମ।
ନିଜ ଘରକୁ
ଆଗ ସଫା ରଖ,
ଭିଡ ବଜାରର
ଘୋ ଘାରେ ନ ମାତି
ରାସ୍ତାର
ପେଁ ପାଁରେ ନ ଯାଇ,
ଘର ଭିତରେ
ଧ୍ୟାନରେ
ନିଃସଙ୍ଗ ରହ
ଜାଣି ଯିବ ନିଜେ
କୋଉଠି କଣ!
ତପୋବନ,ଟିଟିଲାଗଡ,ବଲାଙ୍ଗୀର
22/03/2020
This poem has not been translated into any other language yet.
I would like to translate this poem