ଆତଯାତ ସବୁଠି ସବୁବେଳେ ସମସ୍ତଙ୍କର।
କଣପାଇଁ? କହିବାକୁ ଅଛି କେହି?
କହି ବି ହୁଏ ଜାଣି
ଯାଏ କୋଉଠିକି କେଉଁଆଡର ପାଣି।
ସମସ୍ତେ ପୁଣି ପଶନ୍ତି ସେଇ ଗାତରେ
ଯେଉଁଠି ଇ ଥାଆନ୍ତି ସମସ୍ତେ ସବୁ ଜାଣିଶୁଣି।
ଓଲଟା ଗତିରେ ବହେ ଯେବେ ପବନ
ଧନରେ ମାଳିରେ ଯେତେ କହିଲେ ବି
କାକୁତି ମିନତି କରି ପାରେ ନି ହୋଇ ଜନଶୁଣାଣି।
This poem has not been translated into any other language yet.
I would like to translate this poem