ଏ ରାତି କାହାର?
ନାହିଁ ଉତ୍ତର।
ମୁଁ ମୋର ଏଠାରେ,
ଆଉ ସମୟ ମୋ ଭିତରେ।
ମୁଁ ଜାଣେ
ଆଉ ସବୁ ଜଣା ମତେ।
ପାଉଛି ଯାହାକୁ ପାଖରେ
ମତେ ନେଉଛି ସିଏ
କୁଆଡୁ କୁଆଡେ।
Life and love
All one.
This poem has not been translated into any other language yet.
I would like to translate this poem