କହି ହେବ ନାଇଁ
କିଏ କେତେ କଣ କୋଉଠି କରୁଛନ୍ତି,
କହି ଦେଇ ହେବ ନାଇଁ ବି କାହାକୁ
କିଏ କେତେ କଣ ନ କରୁଛନ୍ତି!
କହିବାକୁ ମନ ଥିବା କଥା ପହିଲେ
ଆଉ କହିଲାବେଳେ ଥିବା କଥା ପ୍ରେମ ପାଖରେ।
This poem has not been translated into any other language yet.
I would like to translate this poem