ଜୀବନ ଜୀବନ ସାରାଦିନ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଜୀବନ ଜୀବନ ସାରାଦିନ

ସାରାଦିନ- ଜୀବନ
ଗଜାନନ ମିଶ୍ର

କ୍ଲାନ୍ତ ନୁହଁ,
ଶସ୍ଯ ଶ୍ୟାମଳା
ହସ ଜୀବନ।

ଦେଖ,
ସବୁ ପୂର୍ଣ
ବିଶ୍ୱାସରେ
ଆନନ୍ଦ ସ୍ପଷ୍ଟ
ସମୟ ସମ୍ମାନାସ୍ପଦ ।
ନାଇଁ କର୍ତ୍ତୃତ୍ୱ।

ଶକ୍ତି ମହଜୁଦ
ସତ୍ୟରେ।
ଆଉ ସତ୍ଯକୁ
ହୁଏ ଜିଣିବାକୁ
ଭିତରେ।

ନିଃସଙ୍ଗ ଛାଡ ନା
ପ୍ରେମକୁ, ଭାବନାକୁ।
ମୁକ୍ତ ନୁହଁ ଶବ୍ଦ,
ଶବ୍ଦକୁ ଛାଡ ନା ମୁକ୍ତ।

ଭାବର ସମୁଦ୍ରରେ
ସରଳ ତରଳ
ଯାଉଛି ବହି ଜୀବନ
ସାରା ଦିନ।

ମରିବାକୁ
ମରିଯିବାକୁ
ନୁହଁ ଜୀବନ।
ସାରାଦିନ-
ଜୀବନ ଜୀବନ।
ଡାକ୍ତରପରି
ହେବ କରିବାକୁ
ସେବା ଯତ୍ନ।

ତପୋବନ, ଟିଟିଲାଗଡ, ବଲାଙ୍ଗିର
26/10/2018

POET'S NOTES ABOUT THE POEM
written in odia language, odia is the official language of Odisha India, It is about life
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success