ପ୍ରିୟ ରାଜ୍ୟବାସୀ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ପ୍ରିୟ ରାଜ୍ୟବାସୀ

Rating: 5.0

1

ଫଶ ନାଇଁ
ପ୍ରିୟ ରାଜ୍ୟବାସୀ,
ଫୁଲା କଥାରେ
ଫଶ ନାଇଁ।
ଫଶିଲେ ଆଉ
ନିଜକୁ ପାଇବ ନାଇଁ।

ଫଂପା ପିଠା
ଖାଅ ନାଇଁ
ପ୍ରିୟ ରାଜ୍ୟବାସୀ,
ଖାଇଲେ ଆଉ
ବେକ ରସିବ ନାଇଁ।

ବିଦେଶୀଭାଷାରେ
ଭୁଲ ନାଇଁ
ନିଜ ମା ମାଟି
ପ୍ରିୟ ଭାଇ,
ଥରେ ଭୁଲିଲେ
ଆଉ ସ୍ଥିତି
ରହିବ ନାଇଁ।
2
କହିବି ସତ
ଅଛି ଯୋଉଟା ଯାହା,
କହିବି ନାହିଁ
ଓଲଟା,
ନାହିଁ କିଛି
କୋଉଠି ଆଉ
ସତ ଛଡା ।

ସତ ଜୀବନ,
ସତ ପବନ,
ସତ ଛଡା
ସବୁ ଶୂନ୍ଯ ।
କେତେ କଣ
ନ ଅଛି
ସତ, ସତ।
କହିବି
ଗୋଟି ଗୋଟି।
ଅପେକ୍ଷା କର
ସେଇଠି।

POET'S NOTES ABOUT THE POEM
Identity is there in language
COMMENTS OF THE POEM
Dr Dillip K Swain 01 February 2019

The day second one goes down giving lift to juniors, I will completely go out of the site without any fight! The truth..the reality for which I stand like a rock!

0 0 Reply
Dr Dillip K Swain 01 February 2019

ସତ ଜୀବନ, ସତ ପବନ, ସତ ଛଡା ସବୁ ଶୂନ୍ଯ । You are enjoying your poetry because you are the seeker of truth! Well penned dear elder brother...10

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success