ନାଇଁ ସୀମା,
ଘୃଣା, ଘୃଣା।
ଭାଇ ଭଉଣୀ
କିଛି ମାନେ ନା।
ଘୃଣା, ଘୃଣା।
ଯାଏ ହଜି
ପଥ, ପବନ।
ଯାଏ ହଜି
ପାଖ ଦୂର।
ଉଠା ପକା
ମାଟି ଆକାଶ।
ନ ଥାଏ କେହି
ବନ୍ଧୁ ମିତ୍ର ।
ଘୃଣାର ତାଣ୍ଡବ।
This poem has not been translated into any other language yet.
I would like to translate this poem
ଉଠା ପକା ମାଟି ଆକାଶ। ନ ଥାଏ କେହି ବନ୍ଧୁ ମିତ୍ର । ଘୃଣାର ତାଣ୍ଡବ।...........ଚମତ୍କାର ଏ ଘୃଣାର ତାଣ୍ଡବ । ଜାଣେ ନାହି ବନ୍ଧୁ ମିତ୍ର ଭଉଣୀ ଓ ଭାଇ। ସୁନ୍ଦରେ ଭାବେ ଉପସ୍ଥାପନା କରିଛନ୍ତି । ଧନ୍ୟବାଦ।