Aeta June
Barshare
Bhagyaban mu.
Dhira aau sitala,
Jibana trupta gahala,
Mo prema, biswas kara,
Satyare mu
Kebala tuma jogu.
In Odia lipi;
ଏଇଟା ଜୁନ,
ବର୍ଷାରେ
ଭାଗ୍ୟବାନ ମୁଁ ।
ଧୀର ଆଉ ଶୀତଳ,
ଜୀବନ ତୃପ୍ତ ଗହଳ,
ମୋ ପ୍ରେମ, ବିଶ୍ଵାସ କର,
ସତ୍ୟରେ ମୁଁ
କେବଳ ତୁମ ଯୋଗୁଁ ।