ଶବଦରୂପି ସର୍ବଜୀବ
ଗଜାନନ ମିଶ୍ର
ଅକ୍ଷର ଗତି ନିରେଖ
ସ୍ୱର ଶବ୍ଦ ପରଖ।
ସତ୍ୟ ଚିହ୍ନ
ମାୟା ବର୍ଣ୍ଣ ।
ପ୍ରକୃତି ବଶ ଜଗତ
ଥରକୁ ଥର ପ୍ରକାଶ।
କାହାକୁ କଣ
କେତେବେଳେ ଶୂନ୍ୟ।
ଆକୃତି ଭେଦ
ଅଭ୍ୟାସ ବେଦ।
କାଳ ଗତି
ପ୍ରଜାପତି
ସତ୍ୟ ଶ୍ରୁତି
ସ୍ୱୟଂ ଆହୁତି ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
23/02/2020
This poem has not been translated into any other language yet.
I would like to translate this poem