ସବୁ ସଇଲା All End Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ସବୁ ସଇଲା All End

Rating: 5.0

କାହୁଁ ଅଇଲା
ଗଜାନନ ମିଶ୍ର

କାହୁଁ ଅଇଲା
କଣ ନ କଲା
ଆଉ କଣ କଲା
ହିସାବ କିଏ ରଖିଲା
କେତେ ମିଛ
କେତେ ସତ
କିଏ କହିଲା
କଣ ଭାଗ୍ୟରେ ଥିଲା
କଣ ହେଲା
ମନ ଭ୍ରମିଲା
ନିଦରେ ବୁଡିଲା
ସରଗ ଗଲା
ପାତାଳ ଗଲା
ଦୂରପାଖ
କିଏ ଜାଣିଲା
ଅର୍ଚ୍ଚନା ବନ୍ଦନା
ସ୍ତୁତି ପ୍ରାର୍ଥନା
ସବୁ ପାସୋରିଲା
ଭିତର ବାହାର
ସବୁଆଡ ଖୋଜିଲା
କଣ ପାଇଲା
କଣ ହଜିଲା
କିଏ ଜାଣିଲା
କିଏ କଣ ବଖାଣିଲା
ହେଲା ହେଲା
ମେଘ ବରଷା
ଖରା କାକର
ସବୁ ସବୁ ହେଲା
କାହାର ଧ୍ୟାନ
କୁଆଡେ ଗଲା
କିଏ ହସିଲା
କିଏ ରସିଲା
କିଏ କାନ୍ଦିଲା
ଆଉ ଆଉ ଆଉ
ସବୁ ସଇଲା।

ତପୋବନ,ଟିଟିଲାଗଡ,ବଲାଙ୍ଗୀର
19/03/2020

Wednesday, March 18, 2020
Topic(s) of this poem: life,world
COMMENTS OF THE POEM
Budhashaya Behera 19 March 2020

NO CALCULATION IS KEPT! But everything is wisely noticed. You have cleverly expressed your thought.

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success