ଦେଖୁଛେଁ ଯାହା ଯେତକି ସବୁ
ସତ୍,
ଶୁନୁଛେଁ ଯାହା ଯେତକି ସବୁ
ସତ୍।
ସତ୍ ଭିତରେ ବଁଚିଛେଁ।
କେନଟା କେନଲକେ କତେବେଲେ
କେନ୍ତା ବଦଲିଗଲା ବଲି
ଝୁଟ ବଲବ କାଏଁ?
ହେ ବଦଲିବାରଟା
କେଁ ନିସେ ସତ୍!
ଆରୁ ବଦଲିଲା ଉତାରୁ
ଦେଖଲ ଯେନଟା ଶୁନଲ ଯେନ୍ତା
କେଁ ନିସେ ସତ୍!
ସବୁ ସତ୍ ସତ୍ ସତ୍।
This poem has not been translated into any other language yet.
I would like to translate this poem