ସବୁ ଶୂନ All Zero Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ସବୁ ଶୂନ All Zero

ଜ୍ୟୋତିଷ
ଗଜାନନ ମିଶ୍ର

ପାଗଳ ନା କଣ!
ମରୁଛି ଭୋକରେ ଶୋକରେ
କହୁଛି ଭୁରିଭୋଜନ ଲେଖା ଭାଗ୍ୟରେ
କର କପାଳ କୋଷ୍ଠୀ ଚମକୁଛିରେ!

ପାଗଳ ନା କଣ!
କହୁଛି ତୃତୀୟ-ଏକାଦଶ ରାଜଯୋଟକ
କ୍ଷୀରନୀର ରହିବ ସଂପର୍କ
ସଜଦେଖି ଏଣେ ପତ୍ନୀ ଗାଏବ
ଶଠ ପ୍ରତାରକ!

ଲଗ୍ନରେ ବୃହସ୍ପତି
ଏକାଦଶରେ ବୁଧ ଶନି ଶୁକ୍ର
ଆରେ, ଧୈର୍ଯ୍ୟଧର,
ଗ୍ରହଶାନ୍ତି ପାଇଁ କିଛି ଗୋଟେ କର
ଆସିବ ଆଲୁଅ ହଟିବ ଅନ୍ଧାର।

ପାଗଳ ନା କଣ!
ଏତେ କହି ହେଉଛି ଯଦି
ଆଗକୁ ଆହୁରି ଅନେକ କାରଣ
କୈଫିୟତ୍ ଦେବାକୁ ପଡିବ
ଆଉ କହିବାକୁ ହେବ ସବୁ ଶୂନ।

Sunday, January 3, 2021
Topic(s) of this poem: mystery
POET'S NOTES ABOUT THE POEM
Life is full of mystery and here we are cheating each other
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success