ଶତ୍ରୁଟିଏ An Enemy Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଶତ୍ରୁଟିଏ An Enemy

Rating: 5.0

ଶତ୍ରୁଟିଏ
ଗଜାନନ ମିଶ୍ର

ଦରକାର ଶତ୍ରୁଟିଏ
ଯାହା ପାଇଁ ବଂଚି ହୁଏ
ସୁରୁଖୁରୁରେ।

ଶତ୍ରୁକୁ ବେଖାତିର କଲେ,
ହାତଛଡା କଲେ, ପାଖରୁ
ଦୂରେଇ ଦେଲେ
ସେ ବଂଚିବା କି ବଂଚିବା!

ଶତ୍ରୁ ଯେତେ ଦେଲେ ବି
ଆଘାତ ହୁଏ କମ୍।
ଶତ୍ରୁର ଆଘାତ
ଲାଗେ ରୋମାଂଚ।
ଦେଉଛି ଆଘାତ ଭାବେ ଶତ୍ରୁ
ଆଉ ନିଜେ ହେଉଥାଏ ଖତମ୍,
ଆହା, ପ୍ରିୟ ଶତ୍ରୁ ମୋର
କୋଉଠି ହେଉଛ ଲୀନ!

ଆଃ, କେମିତି କଟୁଛି
ଦେଖ ଏଠି ଦିନ!
ଭୁଲ କି ଠିକ୍
ତୁମର କଥାଭାଷା
ତୁମର ଧର୍ମକର୍ମ
ତୁମେ ଜାଣି ପାରୁ ନ!
ଜାଣି ପାରୁ ନ
କାହା ସହିତ ଲଢିବାକୁ
ତୁମର ଏତେ ପ୍ରସ୍ତୁତି
ମୃତ୍ଯୁ ଶଯ୍ୟାରେ ଏମିତି
ପୁଣି ଏ ଆୟ ଆଡମ୍ୱର!

ତପୋବନ, ଟିଟିଲାଗଡ, ବଲାଙ୍ଗିର
14/10/2019

Sunday, October 13, 2019
Topic(s) of this poem: life,living
COMMENTS OF THE POEM
Dr Dillip K Swain 13 October 2019

In that we can make life strong and stable..... well penned!

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success