1.
କାହିଁ ଗଲା ମୋର ଟଁକା,
ଟଁକା ଗଲା କାହିଁ? ?
ଚଢୁଛେ କି ଉତରୁଛେ?
ଜାନି ନେଇଁ ହେବାର,
ଫେରଭି ବେପାର ଚାଲିଛେ।
ତଲ ଉପର ହଉନ ହଉନ
ଜିବନ ଜଉଛେ ଆରୁ ଅଉଛେ।
ତୁମର ଡଲାର ସଁଗେ
କଁଟି ହେମି ବଲୁଛେ।
ଦୁରବଲ ହେଲେ ଭି
ଯୁଝୁଛେ ୟୁରୋ ଆରୁ
ପାଉଣ୍ଡ ଆରୁ ୟେନ ସଁଗେ।
ମୋର ଟଁକା କହୁଛେ ଅଛେଁ
ସତ୍ ଧରିକରି ଅଁଗେ।
2.
ଲୁହୁରା କାଣା କରସି?
ଘାଏ ରଗ ରଗ ଜୁଏଥି,
କୁଟାନ୍ ଆରୁ କୁଟାନ୍,
ହେତାର ଉତାରୁ
ଆରୁଘାଏ ସିତଲ ପାଏନଥି,
ହେଲାତକ୍ ସାଇଜ୍।
This poem has not been translated into any other language yet.
I would like to translate this poem