ଦେଖିଥିଲି ସ୍ୱପ୍ନରେ ଗତଥର ତାକୁ।
ଆଉ ସେ ହିଁ କହିଥିଲା କେମିତି ଓ କୋଉଠି ଏବେ।
ଯାଇଛି ଭୁଲି ରାସ୍ତା ସ୍ୱପ୍ନର।
ଏବେ ଏଠି ସେଠି ଯେତେ ଖୋଜାଖୋଜି କଲେ ବି
ପୂରୁ ନି ମୁଠା।
ଏତେ ମୂଲ୍ୟହୀନ ମୋର ପରାମର୍ଶ ଦିଆ
ଏ ମାଟିରେ!
In English;
Last time I saw him in dreams.
And he told me
Where and how he is now.
I have forgotten the road to dreams,
My hands yet not filled
Searching though, here there.
So valueless my advice or
Consultations on this earth!
This poem has not been translated into any other language yet.
I would like to translate this poem