1
ଖାଲି କାଦୁଅ ପଚପଚ ଯୁଆଡେ ଦେଖ,
ମଶା ମାଛି ପୋକଜୋକ ସାଲୁବାଲୁ ଏଠି ସେଠି।
କରୋନା-କୋକୁଆ ନେଉଛି ବାଛି ବାଛି।
ଥୟ ଧର, ଅନ୍ଧାରୁଆ ଘରୁ ବାହାରୁଛି ତଥାପି ଆଲୁଅ।
2
ଦେଖ ମତେ, ସତ କି ନୁହଁପରଖ।
ତୁମ ମନଠୁ ମୋ ଗତି ଆହୁରି ତୀବ୍ର କି ନୁହଁ କହ।
ଦୃଶ୍ୟ ନାହିଁ, ଦେଖି କହ ତଥାପି ଦେହର ରୂପ ଗତାଗତ ଏ ପଥ।
ଉପମା ତର୍ଜମାଠୁ ଉପର।
In English:
1
Only mud wherever you see
Here there insects flies mosquitoes.
Korona-kokuaa taking away selected.
Have patience,still light is coming out from glumyroom.
2
See and verify whether it is true.
Tell me whether my speed is more or not than your wish.
No scene, still tell the form of to and fro of this body.
Staying away from comparison and analysis.
This poem has not been translated into any other language yet.
I would like to translate this poem