ଆଉ ଆଶ୍ଚର୍ଯ୍ଯ
ଗଜାନନ ମିଶ୍ର
ମିଛକୁ ଭାବୁଛ ସତ
ଆଉ ଆଶ୍ଚର୍ଯ୍ଯ
ଅଛ ଆନନ୍ଦରେ!
ଅଗ୍ନି, ନୁହେଁ ଅଗ୍ନି ।
ଭସ୍ମ, ନୁହେଁ ଭସ୍ମ ।
ଜାରିରଖ ମିଛ
ମିଛ ସଂଗ୍ରାମ ।
ଭଣୁଛ ବିଦେଶରେ
ବ୍ରହ୍ମାବଚନ ଆଉ
ଦେଶରେ ଭ୍ରମ।
ଅଛ ନ ଅଛ ନ ଜାଣି
ଖୋଜୁଛ ପ୍ରମାଣ।
ପ୍ରତ୍ୟକ୍ଷ ଦେଖ
ଘୋର ବନର ଜୀବନ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
26/9/2019
This poem has not been translated into any other language yet.
I would like to translate this poem