ବୁଆ
ଗଜାନନ ମିଶ୍ର
କେନ କାର ବୁଆ?
ଧେଇଁ ଅଉଛେ
କହେବାରକାଜେ
ମୁଇଁ ଇତାର ବୁଆ!
ଏଡେ ମୋର ବୁଆ!
ମା କହେବା ନିକେଁ
କେନ୍ତା ବୁଆ!
ବୁଆ ତ ବୁଆ
ହୁଆ ହୁଆ କରବାରକାଜେ ଭି
ଲାଏକ ନିସେ ତୁଇ।
ଅଏଁଟାଚଟା,
କାଦୋଘଁଟା,
ଦେହେ ନେଇଁ
ରକତ ବୁଁଦେ,
ମନଭିତରେ
ନେଇଁ ଦମଟିକେ!
ଆକାଶ ବାଗିର
ନଉଛୁ ଭାଏଲ ଆବରି
ସଭକେ!
ତପୋବନ, ଟିଟିଲାଗଡ, ବଲାଙ୍ଗିର
30/5/2019
This poem has not been translated into any other language yet.
I would like to translate this poem