କଦମଗଛତଲକେ
ଗଜାନନ ମିଶ୍ର
ନେଇଁ ଜିବୁରେ ନେଇଁ ଜିବୁ
ହେ କଦମଗଛତଲକେ,
ହେନ କେତନିକେତେ
ସାଁପକଁଟିଆ ଭୁତପେତେନ,
ଏତକି ବୁଝେଇକରି କହେଲିଁ
କେଁ ସୁନଲୁଁ? କେଁ ମାନଲୁ?
ଏଖେନ ପଚରଉଛୁ କେନ୍ତା କରବୁ?
କେନଟାକେ କେନ୍ତାକରି ଛଡାବୁ?
ଉତାରକେ ଉତାର ଉଫଲୁଛେ
ଉଫଲିକରି ତଲେ ପୁତି ହଉଛେ।
ପୁତି ହେଲା ଉତାରୁ ପଚରଉଛୁ
କାଁ ହେଲା ବୋ ଇଟା, ଚକନାଚିଟା,
ନେଇଁ କହ ନ ଲବାର ହେଟା, ଘିଚି ନେବା
ଆଁଠେ ପାଏନଥି ଗବଡୋ ହେଟା।
This poem has not been translated into any other language yet.
I would like to translate this poem