ଶଳା, ଘନଘୋର ଜଙ୍ଗଲରେ
ବୁଲିଲୁ ତ ବୁଲିଲୁ,
ଦୁଷ୍ଟାନାରୀଟାକୁ ପସନ୍ଦ କରି
ବାଛିଲୁ କିଆଁ?
ଶଳା, ବାଛିଲୁ ତ ବାଛିଲୁ,
କେମିତି ପାରିଲୁ ନି ଦେଖି
ସମୁଦ୍ର ଭିତରର ଓଲଟାପାଲଟା
ଈର୍ଷାର ରୁଗୁରୁଗୁ ନିଆଁ!
ଏଣେ, ବଣା ହୋଇ ନିଜେ
ଯାଉଛୁ ହଜି ଅନ୍ଧାରରେ।
ତୁ ନିଜେଇ ଅନ୍ଧାର ବେ
ବାଜିମାରି କହୁଛି ଗଜି।
ନ ଜାଣି ତତେ ବସେଇଥିଲେ
ମୁଣ୍ଡରେ କରି ତୁଚ୍ଛା ଟେକାଟେକି।
This poem has not been translated into any other language yet.
I would like to translate this poem
Life is in jungle and no one knows the right way of living