ଭାଏଲ ପାଇଜିମି ବଲି
ଏତକି କେ ସେତକି,
ଜଉଛେଁ ଧାଇଁ କବି ।
ହେଲେ କବି, ନେଇଁ
ପାରୁଛେଁ ଛୁଇଁ ।
କେନ୍ତା ଅଛ, ନେଇଁ
ପାରୁଛେଁ କାହାକେ
ଭି ପଚରେଇ ।
ଇ ସମିଆ ଏନ୍ତା,
କରୁଛେ କେତେ ହିନିସ୍ତା,
ଦଉଛେ ଲିହିବିହି କରି ।
ହେଲେ କବି, ଟୁଟି
ଜିବାରଟା ନେଇନ
କିଛୁ ଆମର ଠାନେ ।
This poem has not been translated into any other language yet.
I would like to translate this poem