ନେଇଁ ଜଉଁ ବାହାର Let Us Not Go Out Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ନେଇଁ ଜଉଁ ବାହାର Let Us Not Go Out

କର୍ଫ୍ୟୁ
ଗଜାନନ ମିଶ୍ର

କରୋନାର କର୍ଫ୍ୟୁନେ
ଜାନି ନେଇଁ ପାରୁଛେଁ
କେନକେନଠାନେ ଆମେ!
ଥିଲେଭାଏଲ ଆମେ
କେଭେ ଏକାଠାନେ?

ବଡା ଦୁଖ୍ ପାଏବ
ବଲୁଛେ ବଡସଲା।
ମୁନୁସ୍ ହେବାରଠାନୁ
ଆରୁ ବଡଦୁଖ୍
ଅଛେ ଭାଏଲ୍ କାଣା!

ମକେ ନେଇଁ ଜନା
କାହାରପାଲେ
କିଏ କେତେବେଲେ
କାଣା ଭୁସଲଉଛେ!

ମକେ ନେଇଁ ଜନା
ଜିବନ ଅଛେ କି ନେଇଁ ଅଛେ!
ହେନ୍ତେହି କରମତଲା ରୁଡେ
ମୁଇଁ ଜିନ୍ଦା ଜଲୁଛେଁ ବେଲବୁଡେ।

କେନ ମାଏଝି
ମାନସି ମୁନୁସରକଥା
ମକେ ନେଇଁ ଜନା।
ମେଘବାଦଲ ଘୁରି ଘୁରି
ନେଇଁ ଥୁପେଇକରି ରଚେ କି ବୁନ୍ଦେ
କେନକେ କେତେବେଲେ
ଭାଗସି ମକେ ନେଇଁ ଜନା।

ଥା ରେ ପୁଓ
ବଲସି କେଁ ଆରୁ କେନ୍
ମାରିଦେଇକରି ମୁର୍ଦାର ଉପରେ
ନାଚବାରକେ ସଭେ
ହଉଥିସନ ତିଆର୍।

ନେଇଁ ଜଉଁ ବୁଆ ବାହାର୍!

ତପୋବନ, ଟିଟିଲାଗଡ, ବଲାଙ୍ଗୀର
23/03/2021

Monday, March 22, 2021
Topic(s) of this poem: time
POET'S NOTES ABOUT THE POEM
Language- kosli, an ancient language being used in western odisha and part of Chatisgarh states, India
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success