ମଣିଷ ଭାଇରେ ମଣିଷ ଭାଇ, ରହିଛୁ ଛପି, ଡରି ମରଣକୁ, ଘରକୁ ଯାଇ!
ମଣିଷ ଭାଇରେ ମଣିଷ ଭାଇ,
ସବୁଠୁ ବଡ ତୀର୍ଥ ତୋର ଘର ଏଇ, ଆଉ ଏଇଠି ଇ ତୁ ପାଉଛୁ ନିଜକୁ, ମରଣ ଲାଜରେ ଯାଉଛି ପଳାଇ।
ମରଣରେ ମରଣ ହେଉ ନି କିଆଁ ତତେ ଇ ମରଣ
ମଣିଷକୁ ତୁ ଭାବିଛୁ କଣ!
ହୁଏ କି ପରାଜିତ ମଣିଷ?
ମଣିଷର କେବେ ହୁଏ ନାଇଁରେ ଶେଷ।
ମଣିଷକୁ କେହି ପାରନ୍ତି ନାଇଁ ହରାଇ ଦେବତା ହେଉ କି ରାକ୍ଷସ।
This poem has not been translated into any other language yet.
I would like to translate this poem