ଗୋଟେ ଦୁଇଟାରେ ନୁହଁ
ସାରାଟା ସାରାରେ ମୋ ମନ।
ମୋର ଚଲାବୁଲା ସବୁଠି ସବୁବେଳେ
ଆଉ ନାଇଁ ଧ୍ୟାନ ବିକଳ୍ପରେ।
ନୁହଁ କିଛି ଭ୍ରମ
ସତ୍ୟଧାମ ମୋର ଏ ତପୋବନ।
ବିଚାରି ବଚନ ଆସ ଜ୍ଞାନ
ନିବାରିବାକୁ ସବୁ ବିଘ୍ନ।
This poem has not been translated into any other language yet.
I would like to translate this poem