ଏଠି ଯିଏ ବି ରହିବ
ପାଇବ ବଦନାମ ଠକ,
ଚୋର, ଚରିତ୍ରହୀନ ।
କିନ୍ତୁ ଡେଣାଲଗା ଚଢେଇ
ନ କରି ଖାତିର ଉଡିଚାଲେ
କୋଉଠୁ କୋଉଠିକୁ
ପାରେ ନା ଜାଣି ।
ବାହାରି ଯାଏ ଭିତରୁ
ଆଉ ଥାଏ ଭିତରେ
କହିବାକୁ ସବୁ ସୁନ୍ଦର ।
This poem has not been translated into any other language yet.
I would like to translate this poem
No doubt, people will say so many nasty things against you, dear men, but you are to go upwards honestly to make everything beautiful.