ରାଜ୍ୟ ଆଉ ବିକାଶ State And Progress Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ରାଜ୍ୟ ଆଉ ବିକାଶ State And Progress

Rating: 5.0

ମୂର୍ଖ ଆମେ
ଗଜାନନ ମିଶ୍ର

ମୂର୍ଖ ଆମେ
ମାଆ ନ ଲୋଡି
ଛୁଆ ଖୋଜୁଛୁଁ।
ମୂର୍ଖ ଆମେ
ଗୋଡଚଟା ହୋଇ
ସମ୍ମାନ ମାଗୁଛୁଁ।
ମୂର୍ଖ ଆମେ
ଇଜ୍ଜତ ମହତ ସବୁ ସାରି
ମା ମାଟି ମାତୃଭାଷାକୁ
ବଳି ଦେଇ ନିଜ ସ୍ୱାର୍ଥକୁ ଧରି
ଫୁଟାଣି କାଢୁଛୁଁ।
ମୂର୍ଖ ଆମେ
ଲୋକଙ୍କୁ ଭୁଆଁ ବୁଲାଇ
ନିଜ ଗୋଡରେ ନିଜେ
କୁରାଢ଼ି ମାରୁଛୁଁ
ଆଉ ନିଜ ନିଜ ଭିତରେ
କଳି ତକରାଳରେ ମାତି
ସବଂଶ ଶେଷ ହେଉଛୁଁ।

ତପୋବନ, ଟିଟିଲାଗଡ, ବଲାଙ୍ଗିର
05/02/2020

Tuesday, February 4, 2020
Topic(s) of this poem: state
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success