ସଚରାଚର ଜଗତ The Whole World Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ସଚରାଚର ଜଗତ The Whole World

Rating: 5.0

ପରମହିତ
ଗଜାନନ ମିଶ୍ର

ତୁମେ କହିଲ କଣ
ଆଉ ମୁଁ ବୁଝିଲି କଣ!
ତୁମ କହିବାଟା ଆଉ
ମୋ ବୁଝିବାଟା
ସମାନ ହେଉ ନି ତ!
ସମାନ ହେବ, ଏମିତି
ଅବଶ୍ୟ ନ ଥିଲା ଚୁକ୍ତି!
ଆସିଲ ତୁମେ ଆଉ
ଆସିଲି ମୁଁ ବି
ଯଦିଓ ରହିବାରେ
ତାଳମେଳ ନ ଥିଲା
ଆମଠି ଏଠାରେ।
ଏ କ୍ଷେତ୍ର ନା ତୁମର
ନା ମୋର ତଥାପି
ଏ କ୍ଷେତ୍ରକୁ ଆଲୁଅରେ
ଐଶ୍ୱର୍ଯ୍ୟରେ ଭରି ଦେବାକୁ
ଆମେ ବ୍ୟଗ୍ର
କାହିଁକି ନା ଆମେସବୁ
ଏ କ୍ଷେତ୍ରର।
ଏଠି ଆମେ ଏବେ
ଏକତ୍ରୀତ ପାଇବାକୁ
ଅମୃତ, ସାଧିବାକୁ
ପରମହିତ, ଯୋଉଥିରେ
ହେବ ଧନ୍ୟ
ସଚରାଚର ଜଗତ।

ତପୋବନ, ଟିଟିଲାଗଡ, ବଲାଙ୍ଗୀର
06/04/2020

Sunday, April 5, 2020
Topic(s) of this poem: life
POET'S NOTES ABOUT THE POEM
Language - odia script - brahma, about a truthful world with love and affection.
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success