କିଆଁ କରିବ ବିଶ୍ୱାସ? କରିଛି ମୁଁ ତୁମର କୋଉ ଉପକାର? ଯୋଉଠି ଅଛ ସେଇଠି ଇ ଝାଙ୍କି ଦେଖ ନିଜ ଭିତର। ଯୋଉଠି ଅଛ ସେଇଠି ଇ ଚଡଚାଡ୍ ଫାଟୁଛି ତୁମ ଭିତରର ପଥର।ସେଇଠି ଇ ଦେଖ ସୂର୍ଯ୍ୟଙ୍କଠୁ ଲୁହ ବାହାରିବା ଦୃଶ୍ୟ।ପଚାର ନି ଆସୁଛି କହୁଥିବା ଅନ୍ଧାର କାହାର!
In English;
Why should you believe me? what benefit have I given you? Look into you wherever you are. The stones in you shattered, look. See the scene, tears flow from the sun. Ask not darkness coming belongs to whom to!
This poem has not been translated into any other language yet.
I would like to translate this poem