ସବୁଠିକୁ ସବୁବେଳେ ପାରିବ ପହଂଚି
ଆଉ ସମସ୍ତଙ୍କୁ ସବୁବେଳେ
ପାରିବ ସୁଖ ଦେଇ
ଏମିତି ମାନେ ନାହିଁ।
ଆଜିର କଥା କାଲିକୁ ନାହିଁ।
ଏକ୍ଷଣି ହୋଇଛି ଯାହା ଆର କ୍ଷଣକୁ
ହେବ ପୁଣି ନୁହଁ ବି ସେମିତି।
ଅଛ ଏଠି ଏବେ
ଆର ମୁହୂର୍ତରେ ଥିବ କୋଉଠି
କିଏ ଜାଣେ!
English rendering;
It is not that
You would reach
Everywhere always
And make all always
Happy.
What is today,
That is not
There tomorrow.
What has happened
At this moment
That would happened
On the next moment-
Not like that.
You are here at present
Who knows where
You would be
On the next moment.
This poem has not been translated into any other language yet.
I would like to translate this poem