ମଦଗୀତ
ଗଜାନନ ମିଶ୍ର
ମଦ ମଦ ମଦ,
ନ ପିଇଲେ ମଦ
କେମିତି ବାହାରିବ ପଦ!
କେମିତି ହେବ ନିଦ! !
ମଦରେ ମଦ,
ମଦରେ ସବୁ ଗଦ,
ମଦରେ ଜୀବନର
ସବୁ ସୁଆଦ!
ମଦ ଔଷଦ,
ଥିଲେ ମଦ
ପଳେଇବ ବିପଦ।
ମଦ ମରଦ,
ପିଇ ନ ଜାଣି
ଦୋଷ କିଆଁ ଲଦ! !
ତପୋବନ, ଟିଟିଲାଗଡ, ବଲାଙ୍ଗୀର
14/05/2021
In English;
Wine wine wine
If you would not take
How can you utter words
How can you sleep! !
Wine, oh wine,
Everything is in wine,
In wine, find
All taste.
Wine is medicine,
If you take wine
Danger would go out.
Wine is masculine,
Why are you blaming
Not knowing art of taking.
This poem has not been translated into any other language yet.
I would like to translate this poem