ବିନା ପରୀକ୍ଷାରେwithout Test Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ବିନା ପରୀକ୍ଷାରେwithout Test

Rating: 5.0

ଭାଷା ନାହିଁ
ଗଜାନନ ମିଶ୍ର

ବିନା ପରୀକ୍ଷାରେ
କହୁ ନି କିଛି,
କହିବା କଥା ନୁହଁ ବି।
ଦୀର୍ଘ ତିରିଶ ପଇଁତିରିଶ
ବର୍ଷର ସିଧାସଳଖ ଅନୁଭୂତି,
ଆଉ ତାଠୁ ଆହୁରି ଅଧିକ
ତୁମ ଇତିହାସର ବିସ୍ତୃତି,
ସବୁକୁ ଆଗରେ ରଖି
ପରଖି କହୁଛି
ତୁମ ଭଳି ବଦମାସକୁ
ଆଉ ନ ରଖୁ ଏ ପୃଥିବୀ।
କଂସଠୁ ଆହୁରି ଭୟଙ୍କର ତୁମେ,
ରାବଣଠୁ ଆହୁରି ଗର୍ବୀ ତୁମେ,
ଆଉ ମାନୀରେ ଦୁର୍ଯ୍ଯୋଧନଠୁ ବଳି।
ତୁମେ କଣ ମଣିଷ?
ନିଜକୁ ନିଜେ କରୁଛ କିଆଁ ଶେଷ!
ତୁମ ଗନ୍ତାଘରେ ଭର୍ତି ଖାଲି
ରହସ୍ୟ ଆଉ ରହସ୍ୟ।
କେତେଟା ମୁଣ୍ଡ, କେତେଟା ଗୋଡ,
କେତେଟା ହାତ ତୁମର ହେଉ ନି ଗଣି।
ଡାକିବି କଣ ବୋଲି, ମୋଠି ସତରେ
ଆଉ କୌଣସି ଭାଷା ନାହିଁ।

ତପୋବନ, ଟିଟିଲାଗଡ, ବଲାଙ୍ଗିର,
ଓଡିଶା, ଭାରତ।
ଭ୍ରାମ୍ୟଭାଷ- 9437366644

Thursday, November 1, 2018
Topic(s) of this poem: life,men
POET'S NOTES ABOUT THE POEM
written in odia language, odia is the official language of Odisha India, It is about testting the nature of human beings
COMMENTS OF THE POEM
Dr Dillip K Swain 02 November 2018

ତୁମେ କଣ ମଣିଷ? ନିଜକୁ ନିଜେ କରୁଛ କିଆଁ ଶେଷ! Insightful piece of work........10

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success