ମାନଲେ ମାହାପୁରୁ
ଗଜାନନ ମିଶ୍ର
ମାନଲେ ମାହାପୁରୁ
ନେଇଁ ମାନଲେ ମଟିଆକାଦୋ।
କାଁଜେ ନେଇଁ ମାନବ?
ଅଛେ କେଁ କେନକେନଆଡେ
ଆରୁକାଣା ଦେଖାବ!
ଜନା ନେଇଁ ପଡେ ଗୁରୁ
ଭିତରେ ଅଛେ କେଁ କେଁଟା
ଆରୁ ଆରୁ ସାଁପ ବିଛୁ।
ଉପରେ ଉପରେ ଚିକ୍ ଚାକ୍
ହଉଛେ ଭିତରେ ବାଏବିଛୋ।
ଇ କନିଆର ଭାଏ ବଡା ଲବାର
ଲଟକେଇହେଇ ଆଏବା
କହେବାରଟା କହେବା ଏନେତେନେ
ନେଇଁ କରେ ଭି କିଛୁ କବାର।
ତପୋବନ, ଟିଟିଲାଗଡ,ବଲାଙ୍ଗିର
30/7/2019
This poem has not been translated into any other language yet.
I would like to translate this poem
Language - kosli, script - brahmi, kosli language is an ancient language and is used in western parts of odisha india by more than 3 crores people. This poem is about worthlessness of a man who does nothing practically but experts only in words