ଭୁଲଠିକ୍Wrong Right Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଭୁଲଠିକ୍Wrong Right

Rating: 5.0

ନେପକିନ
ଗଜାନନ ମିଶ୍ର

ଭେଦ ମୁଦ୍ରା
ଦେଖିବାର ନାଇଁ
କି ଦେଖାଇବାର ନାଇଁ।

ଆଲୋଚନାରେ
ଭାଗ ନ ନେଇ
କହି ପାରିବି ନାଇଁ
କେତେ ମାତ୍ରାରେ
ମୁଁ ଆମୋଦିତ
ଆଉ ତୁମେ
କେତେ ସନ୍ତାପିତ।

ମୋର ଆଉ
ତୁମର, କହୁ କହୁ
ମୁଁ ରକ୍ତାକ୍ତ ।
ଆଉ ରକ୍ତକୁ ନେଇ
ଏ ଯେତେ ଖେଳ
ରକ୍ତଖିଆଙ୍କର।

ଭାଗ ନେବାର ନାଇଁ ମୋର,
ପାରୁ ନି ବି ଚୁପ୍ ରହି,
ଡରୁ ନି ବି କନ୍ଦଳ।

ଯିଏ ଯାହା କହ,
ଯିଏ ଯାହା କର,

ଦେଖିଲେ କି
ଶୁଣିଲେ ଯଦି
ସହି ପାରୁନ
ସେଥିକି ଆବଶ୍ୟକ
କି ଔଷଧ!

ନିଜକୁ ପଚାରି ବୁଝ,
ଜଣା ପଡିଯିବ
ଭୁଲଠିକ୍
କୋଉଠି ଆଉ କାହାର।

କିଏ ତୁମେ?
ତୁମେ କଣ
ସଂସାରଠୁ ବାହାର!

ତପୋବନ, ଟିଟିଲାଗଡ, ବଲାଙ୍ଗିର
25/10/2018

Friday, October 26, 2018
Topic(s) of this poem: life
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success