ମୋର ରକତଥି ତମେ ବଁଚୁଛ, You Are There On My Blood Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ମୋର ରକତଥି ତମେ ବଁଚୁଛ, You Are There On My Blood

Rating: 5.0

ଗାଲୁ ସରକାର,
ତମକେ ମୋର ନାଇଁ ଦରକାର।
ଭାଗ, ଯ,
ଯାହାର ଭାଷା କହୁଛ
ହେତାରନିକେ ଯ।

ଗାଲୁ ସରକାର,
ମୋର ଦେ ଦେବତାର ପାସକେ
ମୁଇଁ ଯିମି ଯେ, ମତେ ପିଟବ
ମାରବ ମୋର ଖାଇକରି,
ଭାଗ, ଯ।

ଗାଲୁ ସରକାର,
ମୋର ରକତଥି
ତମେ ବଁଚୁଛ,
କେନ୍ତା ମତେ
ହଟ ରେ ବଲୁଛ!

ଗାଲୁ ସରକାର,
ମୁଇଁ ନେଇଁସେ
ତୁମର ଚାକର,
ମୋର କବାର କରବାରକାଜେ
ଅଛ ତୁମେ
ଫୁଟାନି ନେଇଁ ମାର।
ଗେରମେଟେଇ ଗଦେଇ ହେବ
ଦିଶବା ସବୁ ଅଁଧାର।

ଗାଲୁ ସରକାର,
ବଁଚବାର ବାଟ
ଆରୁ କାହିଁ ପାଏବ?
ନିମକହାରାମ ମାନକର
କପାଲେ ଆରୁ କାଣା
ଥିତା ଯେ ପାପଲି ହେବ!

ଗାଲୁ ସରକାର,
ଯ ଭାଗ, ଦୁସରା ସରକାର
ଗଢମୁ ଆମେ ଆମର ହିସାବେ,
ଖୁଜଲେ ଭି
ନେଇଁ ମିଲେ ତୁମକେ ଆରୁ ଠାବ।

Wednesday, October 3, 2018
Topic(s) of this poem: democracy,government,life,state
POET'S NOTES ABOUT THE POEM
written in kosli language, kosli is an ancient language and is used in western parts of Odisha India. It is about a corrupt Govt. A corrupt Govt has no place in democracy.
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success