Bahuta kichhi sikhen
Mo chhaithu.
Dekha, sethi achhi,
Dakibaku dia.
Judhare
Mu bhala paen mo chhaiku.
Aau judha sabubele
Sethi.
Aau mu haren
Sabubele.
Mo prati
Achhi ki dayaa?
Anubhav kre naa
Ae jae.
- -
Odia lipi;
ବହୁତ କିଛି ଶିଖେଁ
ମୋ ଛାଇଠୁ ।
ଦେଖ, ଅଛି ସେଠି,
ରହ, ଡାକି ଦିଏଁ ।
ଯୁଦ୍ଧରେ ଭଲ ପାଏଁ
ମୋ ଛାଇକୁ ।
ଆଉ ଯୁଦ୍ଧ ସବୁବେଳେ
ସେଠି ।
ଆଉ ମୁଁ ହାରେଁ
ସବୁବେଳେ ।
ମୋ ପ୍ରତି
ଅଛି କି ଦୟା?
ଅନୁଭବ କରେ ନା
ଏ ଯାଏ ।
love life is really great.