କହେବାର ଆଘୁ ଟିକେ ଭାବବାର୍ କେ ପଡବା, ଠିକ୍ ଠିକ୍ ପସଁଦ ପସଁଦ ସବଦ ଖୁଜବାରକେ ପଡବା। କାହାର ସାମନାକେ ଜିବାର୍ ଆଘୁ ଅପନାର ଘର ଭିତରର ଦର୍ପନ ସାମ୍ନାକେ ଜିବାକେ ପଡବା। ଆରୁ ଅପନାର ମୁହଁକେ ପରଖିବାକେ ପଡବା।
In English;
You have to think a while before telling. You have to select suitable words. Before going to some one, you have to test your own appearance in front of the mirror in your own house first.
This poem has not been translated into any other language yet.
I would like to translate this poem