Mayura - eka pakhi,
Anya pakhi pari eha
Janma hue.
Gae - gotie pasu,
Santa aau niriha,
Thik separi chhaga.
Aau sabu
ebe aamaku
karuchhanti birakta,
Samastanku janaa karana.
Pratirodha karibaku
Mu kie, dekhi suni
Sabu aalochana
Aananda nebaa bhala.
In Odia lipi or Brahmi script;
ମୟୂର - ଏକ ପକ୍ଷୀ
ଏହା ଜନ୍ମ ହୁଏ
ଅନ୍ୟ ପକ୍ଷୀ ପରି ।
ଗାଈ - ଗୋଟିଏ ପଶୁ,
ଶାନ୍ତ ଆଉ ନିରୀହ
ଠିକ୍ ସେପରି ଛାଗ ।
ଆଉ ସବୁ
ଏବେ ଆମକୁ
କରୁଛନ୍ତି ବିରକ୍ତ
ଜଣା ସଭିଙ୍କୁ କାରଣ ।
ପ୍ରତିରୋଧ କରିବାକୁ
ମୁଁ କିଏ? ଦେଖି ଶୁଣି
ସବୁ ଆଲୋଚନା ଆନନ୍ଦ
ନେବା ଭଲ ।
cow is sober and innocent and useful