In beauty in love,
Everything is fine.
Breath wonderful,
...
ଗୋଟିଏ କୁଟୁମ୍ୱ ଆମେ
ଗୋଟିଏ ଆମେ ସକଳେ।
ଆମ୍ଭର ଧନ ସତ୍ୟ
ଆମ୍ଭର ଶକ୍ତି ପ୍ରେମ।
...
The earth the body,
The time the living,
Nothing is there
Beyond the body,
...
ମାଟି ଆଉ ଶରୀର
ସମୟ ଆଉ ବଂଚିବା,
ଶରୀର ଛାଡି
ନାହିଁ କିଛି।
...
See poetry
In the sounds of
My own history.
See life
...
You are creating obstacles
From the very start,
And by this time I have
Learnt how to overcome all.
...
I try to explore
The truth
There in you.
...
ସବୁ ଜାଣୁଛ ସବୁ ଶୁଣୁଛ
ଜାଣି ଜାଣି ଶୁଣି ଶୁଣି ପୁଣି ପୁଣି
ଚୁପ୍ ଚାପ୍ ଅଛ, ସବୁ ଘେନୁଛ।
...
କାଲି ରାତିରେ ସ୍ୱପ୍ନଟିଏ
ଦେଖିଥିଲା କହିଲା ଅଶୋକ,
ସ୍ୱପ୍ନରେ କଣ ଥିଲା ଆଉ
କଣ ହେଲା କହିଲା ନି।
...
Are you right?
Tell openly
From the core of
Your heart,
...