Good is here
Without goodness.
Eyes here
But without power to see.
...
ଅଛ, ଅଛ ତୁମେ, କୋଉଠି କେଜାଣି!
ଅଛ, ଅଛ ଜାଣି ମୋ ଆନନ୍ଦର ସୀମା ନାଇଁ।ଅଛ, ଏଠି ସେଠି କୋଉଠି ଫରକ ପଡେ ନି।ଅଛ, କହିଦିଅ ଅଛି। ନ ବସୁ ଆଉ କୋଉଠି ମାଛି।କେମିତି ଯିବି କେଉଁଆଡେ ପାରୁ ନି ରାସ୍ତା ବାଛି।ଅଛ, ଅଛ ତ ପୂର୍ବପରି! ଯାଉଛି ଦୂରେଇ ସୂର୍ଯ୍ୟ ଆଖିମିଟିକା ମାରି।
...
ଡାକୁଛ ତୁମେ, ରହି ନ ପାରି ମୋଠି ମୁଁ ଯାଉଛି ତୁମ ପାଖକୁ।ବନ୍ଧନ ଆମର ଏମିତି।ଜଣା ନାଇଁ ଆଉ କାହାକୁ ଆମର ଗତି।ଏକରୁ ଆମେ ଏକ, ଏକରୁ ପୁଣି ଦୁଇ, ପୁଣି ବହୁ।ପାଖରେ ରହୁଁ ଦୂରକୁ ଯାଉଁ।ନ ଥାଉଁ ଆଉ, ଦୂର ଦୂର ପାଖ ପାଖ ହେଉ ହେଉ।ପାଖ ପାଖ ଦୂର ଦୂର କାହାକୁ ଆଲୁଅ କାହାକୁ ଅନ୍ଧାର।ଡାକ ଡାକ।
...
ଦୁର୍ଭାଗ୍ୟ
ଗଜାନନ ମିଶ୍ର
(ସବୁ ସୁନ୍ଦର ସବୁ ନିରାପଦ ଭାବି ନେବା ହିଁ ଦୁର୍ଭାଗ୍ୟ - କବି ରାମକୃଷ୍ଣ)
...
I want to know
My unknown enemy.
But why
That I can't say.
...
Standing on Mahanadi brige
I saw the sun is going to set
From our own sight.
...
In the voice of love
Tell me, what ever
You wish to tell.
...