ଆଉ କାହା ସହିତ
କରନ୍ତି କଳି!
କାହା ପାଖରେ
ବାଢନ୍ତି ଅଳି ଅର୍ଦ୍ଦଳି!
କାହା ବିରୁଦ୍ଧରେ
ଚାଲନ୍ତା ଆପତ୍ତି ଅଭିଯୋଗ!
କାହାକୁ ଆଉ ମାଗନ୍ତି
ହିସାବ ଏଠାରେ!
କିଏ ଆଉ ଦିଅନ୍ତା
ସ୍ନେହ ପ୍ରେମ ନିଃସର୍ତ୍ତ!
ଆଉ ରଖନ୍ତା କିଏ
ଗୁପ୍ତରେ ଜୀବନ!
This poem has not been translated into any other language yet.
I would like to translate this poem
Where there is poetry there is everything