ମା ବଲୁଛୁରେ ଗାଡସୁଆ
ତୋର ମା ନାଇଁ ନ ଭାଏଲ!
ତୋର ମାଏଟ ତୋର ଖୁଇଲ
ନାଇଁ ନ ଭାଏଲ!
ତୋରଟାକେ ତୁଇ ଯତନେ
ରଖରେ ଗଜାବଏସିଆ
ନାଇଁ ହେଲେ ହେ ମକରାଜାଲେ
ହେନ୍ତା ଜିବା ଭୁସଲି ସମିଆ ।
ତୋର ତୁଇ ଠିଆ ଉଠ୍ ତୋର୍ ଠାନେ,
ଆରୁ ଅଛେ ଦେଖ୍ କାଣା କେନ
ତୋର୍ ଘରେ ଏତକିବେଲକେ ।
ମୋର୍ ଘରକେ ସୁଇନ କରିଦେଇକରି
ଉନ୍ଝାଲୁକର ଘର ପୁରତୁନ କରୁଛୁ
କାଁକାଜେ ରେ ମଲାମେରଘେଟିଆ!
This poem has not been translated into any other language yet.
I would like to translate this poem